କଳିଙ୍ଗ ବାଲିଯାତ୍ରା ପୂର୍ବ ସୂଚନା...

Oct 9, 2026 - 17:08
 4
କଳିଙ୍ଗ ବାଲିଯାତ୍ରା ପୂର୍ବ ସୂଚନା...

ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ଜଗତସିଂହପୁର ଜିଲ୍ଲା ପାରାଦୀପ କଳିଙ୍ଗ ବାଲିଯାତ୍ରା। 

୭ ଦିନ ଧରି ଚାଲିବ ବାଲିଯାତ୍ରା, ଆବଶ୍ୟକ ପଡ଼ିଲେ ବଢ଼ିବ ଅବଧି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ବାଲିଯାତ୍ରାର ଉଦ୍‌ଘାଟନ। 

ଅଲିଉଡ଼ ଓ ବାଲିଉଡର ନାମୀ ଦାମୀ କଳାକାର ହେବେ ସାମିଲ।