କାନାଡ଼ା ହାଇ କମିଶନରଙ୍କ ନାଲକୋ ମୁଖ୍ୟାଳୟ ପରିଦର୍ଶନ

May 8, 2026 - 22:17
 4
କାନାଡ଼ା ହାଇ କମିଶନରଙ୍କ ନାଲକୋ ମୁଖ୍ୟାଳୟ ପରିଦର୍ଶନ

ଭୁବନେଶ୍ବର, ୮ ମଇ ୨୦୨୬: ଭାରତରେ ଅବସ୍ଥାପିତ କାନାଡ଼ାର ହାଇକମିଶନର ମହାମହିମ ଶ୍ରୀ କ୍ରିଷ୍ଟୋଫର କୁଟରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୂ ଦଳ ଆଜି ଭୁବନେଶ୍ବର ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।

ମହାମହିମ ଶ୍ରୀ କୁଟର ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କ ସମେତ ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଶ୍ରୀ ଅନିଲ କୁମାର ସିଂହ ନିର୍ଦ୍ଦେଶକ (ବାଣିଜ୍ୟିକ) ଏବଂ ଶ୍ରୀ ପ୍ରଣବଜ୍ୟୋତି ନାଥ, ଭା.ପ୍ର.ସେ, ସିଭିଓ ଙ୍କ ସମେତ କମ୍ପାନୀର ବରିଷ୍ଠ ପରିଚାଳନା ସଦସ୍ୟଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

କ୍ରିଟିକାଲ ମିନେରାଲ, ସ୍ଥାୟୀ ସମ୍ବଳ ବିକାଶ । ଏବଂ ଭବିଷ୍ୟତର ସମ୍ପ୍ରସାରଣ ଯୋଜନା କ୍ଷେତ୍ରରେ ରଣନୈତିକ ସହଯୋଗ ସମ୍ବନ୍ଧରେ ଆଲୋଚନା ହେ ହୋଇଥିଲା। ଖଣି ଏବଂ ବଂ ଧାତୁ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ମତ ଉପସ୍ଥାପନ କରିଥିଲେ ଏବଂ କାନାଡା-ଭାଗ ଡା-ଭାରତ ଅର୍ଥନୈତିକ ଏବଂ ଶିଳ୍ପ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦୀର୍ଘକାଳୀନ ସମ୍ପର୍କ ପାଇଁ ସମ୍ଭାବ୍ୟ ମାର୍ଗ ସମ୍ବନ୍ଧରେ ଆଲୋଚନା କରିଥିଲେ । ମହାମହିମ ଶ୍ରୀ କ୍ରିଷ୍ଟୋଫର । ଶ୍ରୀ କ୍ରିଷ୍ଟୋଫର କୁଟରଙ୍କ ସହିତ ତାଙ୍କ ଧର୍ମପତ୍ନୀ, ଶ୍ରୀମତୀ କରେନ ଜୋଆନ ବ୍ଲମେନ୍ସଚେନ ମଧ୍ୟ ଉପସ୍ଥିତ ଥିଲେ । ପ୍ରତିନିଧୂ ମ ମଣ୍ଡଳର ଅନ୍ୟ ସ ସଦସ୍ୟମାନଙ୍କ ମଧ୍ଯରେ କାନାଡା ହାଇ କମିଶନ କାର୍ଯ୍ୟାଳୟର ଶ୍ରୀ ଅର୍ଜୁନ କୁମାର ଦତ୍ତ, ବାଣିଜ୍ୟ କମିଶନର ଏବଂ ଶ୍ରୀ ରୋହିତ ଶୁକ୍ଳା,ରାଜନୈତିକ-ଅର୍ଥନୈତିକ ଏବଂ ଲୋକ ବ୍ୟାପାର ଅଧୂକାରୀ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ଭାରତ ସରକାଚ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସୁ ନବରନ୍ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ଦେଶର ର ଅଧୂକ ନିଟ୍ ବୈଦେଶିକ ମୁଦ୍ରା ଅର୍ଜନକାରୀ ଲୋକ ଉଦ୍ୟୋଗ ମଧ୍ୟରୁ ଅନ୍ୟତମ ଏବଂ ଏହା ନିଜର ଗୁଣାତ୍ମକ ଉତ୍ପାଦ ତଥା କାର୍ଯ୍ୟ ।ର୍ଯ୍ୟକ୍ଷମ ଉତ୍କର୍ଷତା ପାଇଁ ବିଶ୍ବ ସ୍ତରରେ ଖ୍ୟାତି ଅର୍ଜନ କରିପାରିଛି ।

ସୂଚନାଯୋଗ୍ୟ ଯେ, ନାଲକୋ ମଧ୍ଯ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (ବ (କାବିଲ୍)ର ଏକ ପ୍ରମୁଖ ଅଂଶୀଦାର, ଯାହା ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚସିଏଲ୍) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ ଏକ୍ସପ୍ଲୋରେସନ୍ ଆଣ୍ଡ୍ କନସଲ୍ମାନ୍ତି ଲିମିଟେଡ୍ (ଏମ୍‌ଇସିଏଲ୍)କୁ ନେଇ ଗଠିତ ଏକ ମିଳିତ ମିଳିତ ଉଦ୍ୟମ । ଏହି କମ୍ପାନୀ ବିଶ୍ବ ସ୍ତରରେ କ୍ରିଟିକାଲ ଟିକାଲ ମିନେ ମିନେରାଲ ଅନୁସନ୍ଧାନ, ଅଧୂଗ୍ରହଣ ଏବଂ ବିକାଶ ଦିଗରେ ନିୟୋଜିତ।