କେନ୍ଦ୍ର କ୍ୟାବିନେଟ୍ରେ ୪ଟି ବଡ଼ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

କେନ୍ଦ୍ର କ୍ୟାବିନେଟ୍ରେ ୪ଟି ବଡ଼ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା ସମେତ ଛତିଶଗଡ଼ ଓ ମହାରାଷ୍ଟ୍ରରେ ନିର୍ମାଣ ହେବ। ଏଥିରେ ଓଡ଼ିଶାର ୨ଟି ପ୍ରକଳ୍ପ ସାମିଲ ରହିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶାରେ ରେଳ ପ୍ରକଳ୍ପର ବକାଶ ପାଇଁ କେନ୍ଦ୍ର ସରକାର ଜରପଡ଼ା-(ତାଳଚେର-ଅନୁଗୁଳ ଅଞ୍ଚଳ) ସମ୍ବଲପୁର-(ଶାସନ)ଝାରସୁଗୁଡ଼ା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।