କ୍ଲବ ‘ଲାଇଫ ଲାଇନ୍’ ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

Jan 27, 2026 - 21:13
 26
କ୍ଲବ ‘ଲାଇଫ ଲାଇନ୍’ ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

କ୍ଲବ ‘ଲାଇଫ ଲାଇନ୍’ ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର ୟୁନିଟ୍-୬ସ୍ଥିତ କ୍ଲବ “ଲାଇଫ ଇଫ ଲାଇନ୍” ପକ୍ଷରୁ ୭୭ ୭ ତମ ସାଧାରଣତନ୍ତ୍ର ଦିବସ ଗତକାଲି ପାଳିତ ହୋଇଯାଇଛି । କାର୍ଯ୍ୟ ର୍ଯ୍ୟକ୍ରମରେ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀ ଯଶୋବନ୍ତ ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଷ୍ଠ ସଦସ୍ୟ ଶ୍ରୀ ଅଜୟ କୁମାର ନନ୍ଦ, ଶ୍ରୀ ସୁମିତ୍ରା ନନ୍ଦନ ମହାପାତ୍ର, ଶ୍ରୀ ପ୍ରମୋଦ ମାଦ କୁମାର ସୁବୁଦ୍ଧି, ଶ୍ରୀ ଦୀନେଶ ସାହୁ, କ୍ଲବର ଅନ୍ୟ ସଦସ୍ୟ ସଦସ୍ୟା ଏବଂ ସ୍ଥାନ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ବିଭିନ୍ନ ନେ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରୁଥିବା କ୍ଲବର ସଦସ୍ୟ ସଦସ୍ୟାନଙ୍କୁ ସମ୍ବଦ୍ଧିତ କରାଯାଇଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ପୂର୍ବକ ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।