ଗଡିବନି ଆଉ ଆମ ବସ...

Sep 1, 2026 - 17:15
 19
ଗଡିବନି ଆଉ ଆମ ବସ...

ଗାଡକଣ ଆମ ବସ ଡିପୋ ରେ ବସ କଣ୍ଡକଟର ମାନଙ୍କ ଧାରଣା

ଉତେଜନା ସ୍ଥିତି

ରାଜଧାନୀର 50 ରୁଟ ବସ ସେବା ଠପ

ଯାତ୍ରୀ ହେଲେ ହନ୍ତସନ୍ତ 

ନିକଟସ୍ଥ ସବୁଦିନିଆ ଯାତ୍ରୀଙ୍କର ଚିନ୍ତା ବଢ଼ି ଗଲାଣି