ଗାଡି ନମ୍ୱର ପ୍ଲେଟରେ ନମ୍ବର ହିଁ କେଵଳ...
ପରିବହନ କମିଶନଙ୍କ ବଡ଼ ତାଗିଦ...
ଗାଡି ନମ୍ବର ପ୍ଲେଟ କୁ ନେଇ ଆସିଲା ବଡ଼ ନିର୍ଦେଶନାମା
ନିଜ ଗାଡ଼ି ନମ୍ବର ପ୍ଲେଟରେ ପୋଲିସ ଲେଖିବାକୁ ବାରଣ
ଏପରିକି OHRC ଲୋଗୋ ଲଗାଇଲେ ହେବ ଜବତ
ଏନେଇ ସମସ୍ତ RTOଙ୍କୁ ରାଜ୍ୟ ପରିବହନ କମିଶନରଙ୍କ ନିର୍ଦ୍ଦେଶ
ଆସନ୍ତା ୧୦ ଯାଏଁ ସାରା ରାଜ୍ୟରେ ଚାଲିବ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ
ନମ୍ବର ପ୍ଲେଟରେ କେବଳ ରେଜିଷ୍ଟ୍ରେସନ ନମ୍ବର ବ୍ୟତୀତ ଅନ୍ୟ ଲୋଗୋ ମନା
କିଛି ବ୍ୟକ୍ତି ଏଭଳି ଲୋଗୋ ଲଗାଇ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହୋଇଥିଲା