ଗୁଣ୍ଡିଚା ମନ୍ଦିର ଦର୍ଶନରେ ଲାଗିଲା ଟିକସ...

Nov 27, 2025 - 08:31
 15
ଗୁଣ୍ଡିଚା ମନ୍ଦିର ଦର୍ଶନରେ ଲାଗିଲା ଟିକସ...

ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଟିକେଟ୍ ଦର୍ଶନ ବ୍ୟବସ୍ଥା

ଜଣେ ଭକ୍ତଙ୍କ ପିଛା ଟିକେଟ୍‌ ମୂଲ୍ୟ ୧୦ ଟଙ୍କା ରହିବ

୫ ବର୍ଷରୁ କମ୍, ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଦେୟମୁକ୍ତ ଦର୍ଶନ

ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର

ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଦର୍ଶନ

ସିଂହଦ୍ବାର ଦେଇ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ପ୍ରବେଶ ଓ ପ୍ରସ୍ଥାନ

ମାଗଣା - ଚପଲ, ମୋବାଇଲ୍ ଷ୍ଟାଣ୍ଡ ଓ ପାନୀୟ ଜଳ ବ୍ୟବସ୍ଥା

ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ