ଖରିଫ ଫସଲ ୨୫-୨୬ ବର୍ଷର ଉତ୍ପାଦନ କ୍ଷେତ୍ରର ଆକଳନ...

Nov 27, 2025 - 08:29
 4
ଖରିଫ ଫସଲ ୨୫-୨୬ ବର୍ଷର ଉତ୍ପାଦନ କ୍ଷେତ୍ରର ଆକଳନ...

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଖରିଫ ଫସଲ ଉତ୍ପାଦନର ପ୍ରଥମ ଆଗୁଆ ଆକଳନ ପ୍ରକାଶ କରିଛନ୍ତି, ଏହା ଅନୁଯାୟୀ ପ୍ରମୁଖ ଖରିଫ ଫସଲର ଉତ୍ପାଦନରେ ରେକର୍ଡ ସଂଖ୍ୟ ବୃଦ୍ଧି ଆଶା କରାଯାଉଛି, ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ ୩.୮୭ ନିୟୁତ ଟନ୍ ବୃଦ୍ଧି ପାଇ ୧୭୩.୩୩ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି। ଖରିଫ ଚାଉଳ ଓ ମକାର ଭଲ ଉତ୍ପାଦନ ଆଶା କରାଯାଉଛି। ଶ୍ରୀ ଶିବରାଜ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କୃଷି କ୍ଷେତ୍ରରେ ନିରନ୍ତର ସକାରାତ୍ମକ ଅଗ୍ରଗତି ପରିଲକ୍ଷିତ ହେଉଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ସୂଚନା ଦେଇଛନ୍ତି ଯେ, ଦେଶର କିଛି ଅଞ୍ଚଳରେ ଅତ୍ୟକ ବର୍ଷା ଫସଲକୁ ପ୍ରଭାବିତ କ କରିଛି, କିନ୍ତୁ ଅଧୂକାଂଶ ଅଞ୍ଚଳ ଅନୁକୂଳ ମୌସୁମୀ ବର୍ଷାରୁ ବହୁତ ଲାଭାନ୍ବିତ ହୋଇଛି, ଏହା ଫଳରେ ସାମଗ୍ରିକ ଭାବରେ ଭଲ ଫସଲ ଅଭିବୃଦ୍ଧି ହେ ହୋଇପାରିଛି। ୨୦୨୫-୨୮ ପାଇଁ ପ୍ରଥମ ଆଗୁଆ ଆକଳନ ଅନୁଯାୟୀ, ଖରିଫ ଚାଉଳ ଉତ୍ପାଦନ ९१४.४०४ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି, ଏହା ଗତ ବର୍ଷ ଖରିଫ ଚାଉଳ ଉତ୍ପାଦନ ଅପେକ୍ଷା ୧. ୧.୭୩୨ ନିୟୁତ ଟନ୍ ଅଧୂକ । ଖରିଫ ମକା ଉତ୍ପାଦନ ୨୮.୩୦୩ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି ଇଛି, ଏହା ପୂର୍ବ ବର୍ଷର ବର୍ଷର ଖରିଫ ମକା ଉତ୍ପାଦନ ତୁଳନାରେ ୩,୪୯୫ ନିୟୁତ ଟନ୍ ଅଧୂକ।

କେନ୍ଦ୍ର କୃଷିମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଥମ ଆଗୁଆ ଆକଳନ ଅନୁଯାୟୀ ୨୦୨୫-୨୬ ପାଇଁ ମୋଟ ଖରିଫ ଶସ୍ୟ ଉତ୍ପାଦନ ୪୧.୪୧୪ ନିୟୁତ ନିୟୁତ ଟନ୍ ৩০° ମୋଟ ଖରିଫ ଡାଲି ଉତ୍ପାଦନ ୭.୪୧୩ ନିୟୁତ ଟନ୍ ହେବ। ଏହା ମଧ୍ୟରେ, ହରଡ (ଅରହର) ଉତ୍ପାଦନ ଜନ ୩.୫୯୭ ନିୟୁତ ଟନ୍, ବିରି ୧.୨୦ ୨୦୫ ନିୟୁତ ଟନ୍ ଏବଂ ମୁଗ ୧.୭୨୦ ନିୟୁତ ଟନ୍ ହେବ ବୋଲି ଆକଳନ କରା ରାଯାଇଛି। ୨୦୨୫-୨୬ ପାଇଁ ଦେଶରେ ମୋଟ ଖରିଫ ତୈଳବୀଜ ଉତ୍ପାଦନ ୨୭.୫୬୩ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି। ଏଥିରେ ଏଥିରେ ୧୧.୦୯୩ ନିୟୁତ ଟନ୍ ଚିନାବାଦାମ (ଚିନାବାଦାମ) ଉତ୍ପାଦନ ଅନ୍ତର୍ଭୁକ୍ତ, ଏହା ଗତ ବର୍ଷ ତୁଳନା ।ରେ ୦.୬୮୧ ନିୟୁତ ଟନ୍ ଅଧୂକ ଏବଂ ୧୪. ୧୪,୨୬୬ ନିୟୁତ ଟନ୍ ଟନ୍ ସୋୟାବିନ୍ ଉତ୍ପାଦନ ଆକଳନ କରାଯାଇଛି । ଆଖୁ ଉତ୍ପାଦ ଉତ୍ପାଦନ ୪୭୫.୬୧୪ ନିୟୁତ ଟନ୍ ହେବ ବୋଲି ଆକଳ କଳନ କରାଯ କରାଯାଇଛି, ଏହା ଗତ ବର୍ଷ ତୁଳନାରେ १९.००१ ନିୟୁତ ଟନ୍ ବୃଦ୍ଧି ଦର୍ଶାଉଛି। କପା ଉତ୍ପାଦନ ୨ १०.१९ ୧୫ ନିୟୁତ ଗୁଚ୍ଛା (ପ୍ରତ୍ୟେକ ଗୁଚ୍ଛା ୧୭୦ କିଲୋଗ୍ରାମ ଓଜନର) ଏବଂ ପାଟସନ୍ ଏବଂ ମେଷ୍କାର ଉତ୍ପାଦନ ୮.୩୪୫ ନିୟୁତ ଗୁଚ୍ଛା (ପ୍ରତ୍ୟେକ ଗୁଚ୍ଛା କିଲୋଗ୍ରାମ ଓଜନର) ହେବ ବୋଲି ଆକଳନ କରାଯାଇଛି।