ଗୁରୁଜୀଙ୍କ ସହ ଦିନେ ରାଜ୍ୟର ମୁଖ୍ୟମନ୍ତ୍ରୀ...
କଟକରେ ରାଜ୍ୟସ୍ତରୀୟ ଗୁରୁ ଦିବସ ପାଳନ ଅବସରରେ ବୋର୍ଡ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଗୁରୁଜୀ ଥିବାବେଳେ ପିଲାଙ୍କୁ ପାଠ ପଢ଼ାଇବାର ଅନୁଭୂତି ସମ୍ପର୍କରେ କହିଲେ ମୁଖ୍ୟମନ୍ତ୍ରୀ।
ଚରିତ୍ର ନିର୍ମାଣରେ ଗୁରୁଜୀଙ୍କ ଭୂମିକା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ କହିଲେ ଛାତ୍ରୀ