ଗ୍ରାମୀଣ ବିକାଶର ନୂତନ ସଂକଳ୍ପ, ନିଯୁକ୍ତିର ନୂଆ ଗ୍ୟାରେଣ୍ଟି
ଲୋକସଭାରେ ଆଜି ବିକଶିତ ଭାରତ - ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ପାଇଁ ।ଇଁ ଗ୍ୟାରେଣ୍ଟି: ଭିବି - ଜି ରାମ ାମ ଜି (ବିକଶିତ ଭାରତ ଜି ରାମ ଜି) ବିଲ୍, 2025 ଉପସ୍ଥାପନ କଲେ ପନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
ଏହି ବିଲ୍ ଗ୍ରାମୀଣ ପରିବା ରିବାରକୁ 125 ଦିନର ମଜୁରି ଆଧାରି ରିତ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଛି ଏବଂ ସଶକ୍ତିକରଣ, ବିକାଶ, ସମନ୍ବୟ ଏବଂ ସମ୍ପୂର୍ଣତା ଉପରେ ଧ୍ୟାନ ଦେଉଛି
ฐเศ ପଞ୍ଚାୟତଗୁଡ଼ିକ ପ୍ରଧାନୀ |ନମନ୍ତ୍ରୀ ଗତି ଶକ୍ତି ଶକ୍ତି ମାଧ୍ୟମରେ ଯୋଜନାଗୁଡ଼ିକର ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉ' ଉପରେ ଆଧାରିତ ଏକ ‘ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା' ସୃଷ୍ଟି କରିବେ
ଗ୍ରାମୀଣ ସାର୍ବଜନୀନ କାର୍ଯ୍ୟ ପାଇଁ ଏକ ସମନ୍ବିତ ''ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିଭିଭୂମି ଷ୍ଟାକ୍''ଚ ''ର ପରିକଳ୍ପନା
ଜଳ ସଂରକ୍ଷଣ, ମୌଳିକ ଗ୍ରାମୀଣ ଭିତ୍ତିଭୂମି ମୁଖ୍ୟତଃ ଧ୍ୟାନ କେନ୍ଦ୍ରି କେନ୍ଦ୍ରିତ କରାଯିବ , ଜୀବିକା ଏବଂ ବିପର୍ଯ୍ୟୟ ପ୍ରଶମ ପ୍ରଶମନ ଉପରେ
♦ କୃଷି ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତାକୁ ସୁଗମ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା I
ଏକ ସାପ୍ତାହିକ ସାର୍ବଜନୀନ ପରିପ୍ରକାଶ ବ୍ୟବସ୍ଥା ଏବଂ ଦୃଢ଼ ସାମାଜିକ ଅଡିଟ୍ ମାଧ୍ୟମରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ସୁନିଶ୍ଚିତ ହେବ
ଦକ୍ଷ ଏବଂ ଉଚ୍ଚ-ସଚ୍ଚୋଟତାପୂର୍ଣ କାର୍ଯ୍ୟକାରିତା ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଉପରେ ଆଧାରିତ ଏକ ଦୃଢ଼ ପ୍ରଶାସନିକ ଢାଞ୍ଚା
କେନ୍ଦ୍ର ଗ୍ରାମୀଣ ଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଲୋକସଭାରେ ବିକଶିତ ଭାରତ – ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ପାଇଁ ଇଁ ଗ୍ୟାରେଣ୍ଟି: ଭିବି - ଜି ରାମ ଜି (ବିକଶିତ ଭାରତ - ଜି ରାମ ଜି) ବିଲ୍, 2047 ସୁଦ୍ଧା ବିକଶିତ ଭାରତର ଜାତୀୟ ଏହା ଅଧୀନରେ ର ପ୍ରତ୍ୟେକ ଗ୍ରାମୀଣ ପରିବାର ସେମାନଙ୍କୁ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ମଜୁରି ଆଧାରିତ ନିଯୁକ୍ତିର ଏକ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଯିବ । ଏହାସହିତ ଏକ ସମୃଦ୍ଧ ସ এক * ସଶକ୍ତ ଗ୍ରାମୀଣ ଭାରତ ପାଇଁ ସଶକ୍ତିକରଣ, ବିକାଶ, ସମନ୍ବୟ ଏବଂ ସମ୍ପୂର୍ଣତାକୁ ( ପ୍ରୋତ୍ସାହିତ କରାଯିବା ଏହି ଐତିହାସିକ ବିଲ୍ ଭବିଷ୍ୟତ ପାଇଁ ପ୍ରସ୍ତୁତ, ସମନ୍ବିତ ଏବଂ ସମ୍ପୂର୍ଣତା ଆଧାରିତ ଗ୍ରାମୀଣ ବିକାଶ ଢାଞ୍ଚା ସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ଏହା 2047 ମସିହାରେ ଏକ ବିକଶିତ ଭାରତର ଦୃଷ୍ଟିକୋଣ ଅନୁରୂପ 2025 ଉପସ୍ଥାପନ କରିଛନ୍ତି । ଏହି ଛନ୍ତି । ଏହି ବିଲର ଉଦ୍ଦେଶ୍ୟ ହେଉଛି, ସଂକଳ୍ପ ଅ ଅନୁରୂପ ଏକ ଗ୍ରାମୀଣ ମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା । ଯାହାର ବୟସ୍କ ସଦସ୍ୟ ଅଣକୁଶଳୀ ଶ୍ରମ କରିବାକୁ ଇଚ୍ଛୁକ,
ଗ୍ରାମୀଣ ବିକାଶକୁ ସମର୍ଥନ କରିବ । ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ଯମରେ ଗ୍ରାମୀଣ ପରିବାରକୁ ସଶକ୍ତ କରାଯିବ । ଏହି ବିଲ୍ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଉପରେ ଆଧାରିତ ଏକ ସମନ୍ବିତ ଯୋଜନା ପ୍ରକ୍ରିୟା ମାଧ୍ଯମରେ ସମସ୍ତ ପ୍ରାସଙ୍ଗିକ ଯୋଜନାକୁ ସମନ୍ବିତ କରିବା ସହିତ ସେଗୁଡ଼ିକୁ ସଂସ୍ଥାଗତ ରୂପ ଦେବ। ଏହାକୁ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକରେ ସଂଯୁକ୍ତ କରାଯିବ । ଏହା ବ୍ୟତୀତ, ଏକ ପ୍ରଯୁକ୍ତିବିଦ୍ୟା -ସକ୍ଷମ ଢାଞ୍ଚା ଏବଂ ଆଇନଗତ ଓ ପ୍ରଶାସନିକ ବ୍ୟବସ୍ଥା ମାଧ୍ଯମରେ ଅଧୂକ ସ୍ବଚ୍ଛ ସ୍ବୀ ଏବଂ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।
ବିକଶିତ ଭାରତ – ରୋଜଗାର ଏବଂ ' ଜୀବିକା ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି: ଭିବି - ଜି ରାମ ଜି ( (ବିକଶିତ ଭାରତ - ଜି ରାମ ଜି) ବିଲ୍, 2025 ଅଧୀନରେ ଗ୍ରାମୀଣ ପରିବାରର ଅକୁଶଳୀ ଶାରୀରିକ ରୀରିକ ଶ୍ରମ କରିବାକୁ ଇଚ୍ଛୁକ ବୟସ୍କ ସଦସ୍ୟଙ୍କ ପାଇଁ ପ୍ରତି ଆର୍ଥିକ ବର୍ଷରେ ବୈଧାନିକ ମଜୁରୀ ନିଯୁକ୍ତି ଗ୍ୟାରେଣ୍ଟି 125 ଦିନ ପର୍ଯ୍ୟ ବୃଦ୍ଧି କରାଯିବ ।
ଏହି ବିଲ୍ ଧୀନରେ ଗ୍ରାମାଞ୍ଚଳରେ କରାଯାଇଥିବା ସମସ୍ତ କାର୍ଯ୍ୟକୁ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକ୍ ସହିତ ସଂଯୁକ୍ତ କରାଯିବ I ଏହା ଗ୍ରାମାଞ୍ଚଳ ଗ୍ରାମାଞ୍ଚଳ ସାର୍ବଜନୀନ କାର୍ଯ୍ୟ ପାଇଁ ଏକ ଏକ ଦୃଢ଼ ଏବଂ ସମନ୍ବିତ ଜାତୀୟ ଢାଞ୍ଚା ସୃଷ୍ଟି କରିବ। ଜଳ ସଂରକ୍ଷଣ ଣ ଏବଂ ଜଳ-ସମ୍ବନ୍ଧୀୟ କାର୍ଯ୍ୟ; ମୌଳିକ ଗ୍ରାମୀଣ ଭିତ୍ତିଭୂମି; ଜୀବିକା-ସମ୍ୱନ୍ଧୀୟ ଭିତ୍ତିଭୂମି; ଏବଂ ଅତିଖରାପ ପାଣିପାଗ ପ୍ରଶମନ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଏହି ପଦ୍ଧତି ସମଗ୍ର ଦେ ଦେଶରେ ଫଳପ୍ରଦ, ଦୀର୍ଘସ୍ଥାୟୀ, ଦୃଢ଼ এর ପରିବର୍ଭନକାରୀ ଗ୍ରାମୀଣ ସମ୍ପଭି ସୃଷ୍ଟି ସୁନିଶ୍ଚିତ କରିବ ।
ଏହି ବିଲ୍ ଅଧୀନ ଅଧୀନରେ ସମସ୍ତ କାର୍ଯ୍ୟକୁ ବଟମ୍ ଅପ୍ ପଦ୍ଧତି, ସମନ୍ବୟ ଏବଂ ସମ୍ପୂର୍ଣତା ଉପରେ ଆଧାରିତ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ଯମ ଚିହ୍ନ ଚିହ୍ନଟ କରାଯିବ । ଏ ଏଗୁଡ଼ିକୁ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସମନ୍ବିତ କରାଯି ନରାଯିବ ଯାହା ଦ୍ବା ଦ୍ବାରା ବ୍ୟାପକ ଆଞ୍ଚଳିବ ଆଞ୍ଚଳିକ ପ୍ରାଥମିକତା ସହିତ ସଂଯୋଜିତ ହେବ ଏବଂ ଏକ ସମନ୍ବିତ, ସମ୍ପୂର୍ଣ୍ଣ ସରକାରୀ ଗ୍ରାମୀଣ ବିକାଶ ଢାଞ୍ଚା वृฒิ ହେବ | ଏହି ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାଗୁଡ଼ିକ ଜିପିଏସ ପରି ଭୂ-ସ୍ଥାନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରସ୍ତୁତ କରାଯିବ ଏବଂ ଏ ପିଏମ ଗତି-ଶକ୍ତି ସହିତ ସମନ୍ବିତ ହେବ
ଆର୍ଥିକ ବର୍ଷରେ 60 ଦିନ ରାଜ୍ୟଗୁଡ଼ିକୁ ଆ ଆଗୁଆ ବିଜ୍ଞପ୍ତି ଜାରି କରିବାକୁ କ୍ଷମତା ଦିଆଯିବ | ଏଥିପାଇଁ ଗୋଟିଏ ପର୍ଯ୍ୟନ୍ତ ସମୟସୀମା ନିର୍ଦ୍ଦିଷ୍ଟ କରାଯିବ ଯେଉଁ ସମୟରେ ଏହି ବିଲ୍ ଅନୁଯାୟୀ କାମ ବନ୍ଦ ରହିବ ଝିବ । ଫଳରେ ସର୍ବାଧିକ ବିହନ ଏବଂ ଅମଳ ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ
ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଏହି ବିଲ୍ ଅନୁଯାୟୀ ପ୍ରସ୍ତାବିତ ଗ୍ୟାରେଣ୍ଟିଗୁଡ଼ିକୁ କାର୍ଯ୍ୟକାରୀ କରିବା ପା ଆଇନ ଆରମ୍ଭ ହେବାର ତାରିଖଠାରୁ ଛଅ ମାସ ମଧ୍ୟରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ଡିବା ଏହି ଯୋଜନା ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସଏସ) ଭାବରେ ପରିଚାଳିତ ହେବ.