ଚାଷୀଙ୍କ ପାଇଁ ଖୁସି ଖବର...
ଭୁବନେଶ୍ବର: ଧାନ କ୍ରିଣ୍ଟାଲ ପିଛା ଅଧୂକ ୬୯ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଚଳିତ ଖରିଫ ଋତୁରେ କ୍ରିଣ୍ଟାଲ ପିଛା ଅଧୂକ ଟଙ୍କା ପାଇବେ.ଚାଷୀ । ବର୍ଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଚାଷୀଙ୍କୁ ମିଳିବ ଅଧୂକ ୬୯ ଟଙ୍କା । ୩୧୦୦ ବଦଳରେ କ୍ରିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ରାଜ୍ୟ ସରକାର। ଗ୍ରେଡ଼ ଟଙ୍କା। ଏ' ଧାନ କୁଣ୍ଡାଲ ପିଛା ମିଳିବ ୩୧୮୯