ଛୁଟି ଦିନରେ ବି ଚାଷୀ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିବ

Aug 14, 2025 - 11:15
 9
ଛୁଟି ଦିନରେ ବି ଚାଷୀ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିବ

 କୋପେରଟିଭ ସୋସାଇଟି ରେଜିଷ୍ଟ୍ରାର ସୂଚନା ମୁତାବକ :

ସକାଳ ୮ ଟା ରୁ ରାତି ୮ ଟା ଯାଏଁ ଅଫିସ କାମ ଚାଲୁରହିବ |

ଆବଶ୍ୟକ ପଡିଲେ ଆଗକୁ ସମୟ ବଢ଼ି ପାରିବ | 

ରବିବାର ଓ ଛୁଟି ଦିନମାନଙ୍କରେ ମଧ୍ୟ ହେବ ଚାଷୀ ପଞ୍ଜିକରଣ |

ଅଗଷ୍ଟ ୨୦ ତାରିଖ ଶେଷ ନୁହଁ |

PACS /LAMPCS / SHG / PP ମୂଡ଼ରେ ହେଉଥିବା ପଞ୍ଜିକରଣ ସନ୍ତୋଷଜନକ ନୁହେଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି |