ଜନ ଗଣନା ପାଇଁ ଭାରତ ସରକାରଙ୍କ ପ୍ରସ୍ତୁତି ପ୍ରକ୍ରିୟା...

Oct 18, 2025 - 18:48
Oct 18, 2025 - 19:15
 7
ଜନ ଗଣନା ପାଇଁ ଭାରତ ସରକାରଙ୍କ ପ୍ରସ୍ତୁତି ପ୍ରକ୍ରିୟା...

ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି... ନୂଆଦିଲ୍ଲୀ,୧୭୧୦: କେନ୍ଦ୍ର ସରକାର ଜନଗଣନା ୨୦୨୭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାଗରିକମାନେ ନଭେମ୍ବର ୧ ରୁ ୭ ମଧ୍ୟରେ ଡିଜିଟାଲ୍ ମାଧ୍ଯମରେ ନିଜର ବ୍ୟକ୍ତିଗତ ତଥ୍ୟ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଛି।ଶୁକ୍ରବାର ଜାରି ଏକ ଗେଜେଟ୍ ବିଜ୍ଞପ୍ତିରେ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି, ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଗୃହତାଲିକା ଓ ଗୃହ ଜନଗଣନାର ପ୍ରାକ୍-ପରୀକ୍ଷଣ (ପ୍ରି-ଟେଷ୍ଟ) ନଭେମ୍ବର ୧୦ରୁ ୩୦, ୨୦୨୫ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ଦ୍ଦିଷ୍ଟ ନମୁନା ଅଞ୍ଚଳରେ କରାଯିବ। ଏହି ପରୀକ୍ଷଣ ପାଇଁ ଗୃହ ମନ୍ତ୍ରଣାଳୟ ଜନଗଣନା ଆଇନ, ୧୯୪୮ର ଧାରା ୧୭ଏ ଅଧୀନରେ ବ୍ୟବସ୍ଥା ସମ୍ପ୍ରସାରିତ କରିଛି। ଏହି ପ୍ରାକ୍-ପରୀକ୍ଷଣ ଜନଗଣନାର କାର୍ଯ୍ୟକାରିତା,

ଜନସାଧାରଣଙ୍କର ଜନସାଂଖ୍ୟକ, ସାମାଜିକ,

ଅର୍ଥନୈତିକ ଓ ସାଂସ୍କୃତିକ ତଥ୍ୟ ସଂଗ୍ରହ

କରାଯିବ।ଜନଗଣନାର ରେଫରେନ୍ସ ତାରିଖ

ସାରା ଭାରତ ପାଇଁ ମାର୍ଚ୍ଚ ୧, ୨୦୨୭ ହେବ, କିନ୍ତୁ

ଲଦାଖ ଏବଂ ଜାମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ

ଉତ୍ତରାଖଣ୍ଡର ହିମାଚ୍ଛାଦିତ ଅଞ୍ଚଳ ପାଇଁ ଏହା

ଅକ୍ଟୋବର ୧, ୨୦୨୬ ହେବ।ଏହି ବିଶାଳ ତଥ୍ୟ

ସଂଗ୍ରହ ପାଇଁ ୩୪ ଲକ୍ଷରୁ ଅଧୂକ ଗଣନାକାରୀ ଓ

ସୁପରଭାଇଜର ଏବଂ ପ୍ରାୟ ୧.୩ ଲକ୍ଷ

ଜନଗଣନା କର୍ମଚାରୀ ନିୟୋଜିତ ହେବେ। ଏହା

ଭାରତର ୧୬ତମ ଜନଗଣନା ଓ ସ୍ବାଧୀନତା

ପରେ ଅଷ୍ଟମ ଜନଗଣନା ହେବ। ୨୦୧୧ରେ

ଶେଷ ଜନଗଣନା ହୋଇଥିବା ବେଳେ ୨୦୨୧ରେ

କୋଭିଡ-୧୯ ମହାମାରୀ ଯୋଗୁଁ ଏହା ସୁଗିତ

ରହିଥିଲା।ଜନଗଣନା ୨୦୨୭ ଭାରତର ସବୁଠାରୁ

ବ୍ୟାପକ ଓ ପ୍ରଯୁକ୍ତିଗତ ଭାବେ ଉନ୍ନତ ତଥ୍ୟ

ସଂଗ୍ରହ କାର୍ଯ୍ୟକ୍ରମ ହେବ, ଯାହା ଦେଶର

ଜନସାଂଖ୍ୟକ, ସାମାଜିକ ଓ ଅର୍ଥନୈତିକ ଚିତ୍ରକୁ

ବିସ୍ତୃତ ଭାବେ ଉପସ୍ଥାପନ କରିବ।

ତ୍ରୁଟି ଚିହ୍ନଟ ଓ ପଦ୍ଧତି ଉନ୍ନତିକରଣ ପାଇଁ

କରାଯିବ। ଜନଗଣନା ୨୦୨୭ ଏପ୍ରିଲ ୧,

୨୦୨୬ରୁ ଫେବୃଆରୀ ୨୮, ୨୦୨୭ ମଧ୍ୟରେ

ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମରେ

ଗୃହତାଲିକା (ଏଚଏଲଓ) ଓ ଦ୍ବିତୀୟରେ

ଜନସଂଖ୍ୟା ଗଣନା (ପିଇ)। ଏହା ଭାରତର

ପ୍ରଥମ ଡିଜିଟାଲ୍ ଜନଗଣନା ହେବ, ଯେଉଁଥ୍ରେ

ପ୍ରଥମ ଥର ପାଇଁ ନାଗରିକଙ୍କ ଜାତି ତଥ୍ୟ ସଂଗ୍ରହ

କରାଯିବ।ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା

ମାଧ୍ୟମରେ ଗୃହର ଅବସ୍ଥା, ସମ୍ପତ୍ତା ଓ ସୁବିଧା

ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଦ୍ବିତୀୟ

ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ଫେବୃଆରୀ ୧,

୨୦୨୭ରୁ ଆରମ୍ଭ ହେବ, ଯେଉଁଥ୍ରେ