ଦଶମ ବୋର୍ଡ ପରୀକ୍ଷାରେ ବ୍ୟବହାର ହେବ A1 ଟେକନୋଲୋଜି
ଏହି ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ବ୍ୟବହାର ହେବ A1 ଟେକନୋଲୋଜି
ଭୁବନେଶ୍ବର: ପ୍ରଥମ ଥର ଦଶମ ବୋର୍ଡ଼
ପରୀକ୍ଷାର୍ଥୀଙ୍କ ପାଇଁ ଆରମ୍ଭ ହେବ AI ଟେକ୍ନୋଲୋଜି। ପରୀକ୍ଷା ପୂର୍ବରୁ AI ଟେକ୍ନୋଲୋଜି ମାଧ୍ୟମରେ ସେଲ୍ଫ ଟେଷ୍ଟ କରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରଶ୍ନ ଉପସ୍ଥାପନ କରିବ AI,
ଗଣ ଶିକ୍ଷା ମନ୍ତ୍ରୀଙ୍କ ସୂଚନା..