ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ

Oct 30, 2025 - 10:07
 11
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଅବସରରେ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ଯକ୍ଷତାରେ ବିଭାଗର ସମ୍ମିଳନୀ କକ୍ଷରେ ଶପଥ ପାଠ

ଏହି ଅବସରରେ ଦୁର୍ନୀତି ନିବାରଣ ପାଇଁ ଉଦ୍ୟମ ଜାରି ରଖୁବା ସହିତ ସ୍ବଚ୍ଛତାର ସହ କାର୍ଯ୍ୟ ସଂପାଦନ ନିମନ୍ତେ ସମସ୍ତ ବିଭାଗୀୟ ଅଧୂକାରୀ ଓ କର୍ମଚାରୀଙ୍କୁ କମିଶନର ଉପଦେଶ ପ୍ରଦାନ କଲେ ।