ଦେଶର ୭୯ ତମ ସ୍ୱାଧୀନତା ଦିବସ ପାଳନର ଆରମ୍ଭରେ ଓଡିଶା ପୋଲିସ ପାଇବେ ସଂମାନ ଓ ପୁରସ୍କାର

Aug 14, 2025 - 13:14
 6
ଦେଶର ୭୯ ତମ ସ୍ୱାଧୀନତା ଦିବସ ପାଳନର ଆରମ୍ଭରେ ଓଡିଶା ପୋଲିସ ପାଇବେ ସଂମାନ ଓ ପୁରସ୍କାର

କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ଓ ASP ରବିନ୍ଦ୍ର ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଓଡ଼ିଶାର ଅନ୍ୟ ୭ଜଣଙ୍କୁ ମିଳିବ ସାହସିକତା ପୁରସ୍କାର

ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ମିଳିବ ପୁରସ୍କାର

ଦେଶର ମୋଟ ୧୦୯୦ଙ୍କୁ ମିଳିବ ପୋଲିସ ପଦକ