ବନ୍ଦ ରହିଲା ପଞ୍ଚମ ବୃତ୍ତି ପରୀକ୍ଷା ତାରିଖ...

Sep 23, 2026 - 13:27
 11
ବନ୍ଦ ରହିଲା ପଞ୍ଚମ ବୃତ୍ତି ପରୀକ୍ଷା ତାରିଖ...

ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

ବାତ୍ୟାକୁ ଦୃଷ୍ଟିରେ ରଖି ୨୪ରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଲା

ଅକ୍ଟୋବର ୩ରେ ଦିନ ୧୦ଟାରୁ ୧୨ଟା ଯାଏଁ ହେବ ପରୀକ୍ଷା