ନବୀନ ପଟନାୟକଙ୍କ ସାମ୍ନା ରାସ୍ତାରୁ ହଟିବ ବ୍ୟାରିକେଡ୍...
ନବୀନ ନିବାସ ସାମ୍ନାରେ ସୁରକ୍ଷା ବ୍ୟାରିକେଡ୍କୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ
ମାମଲାକୁ ନେଇ ପ୍ରଶାସନର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କଲେ
ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ
ଗୃହ ବିଭାଗ ଜରିଆରେ ଟ୍ରାଫିକ ଡିସିପିଙ୍କ ମତାମତ ମାଗିଲା ପୂର୍ତ୍ତ ବିଭାଗ
ସରକାରୀ ରାସ୍ତାରେ ବ୍ୟାରିକେଡ୍ ଦ୍ବାରା ଯାତାୟାତରେ ବାଧା ସୃଷ୍ଟି ଅଭିଯୋଗ
ରାସ୍ତା ଅପସାରଣ ହୋଇଗଲେ ସେହିଠାରୁ ଭୀମ ଟାଙ୍ଗୀ ପୋଲ ରାସ୍ତା ହୋଇ ଉଠିବ ଅଧିକ ଚଳ ଚଞ୍ଚଳ