ବିଶ୍ୱ ନଗରୀକରଣ ଦିବସର ତାପ୍ତର୍ଯ୍ୟ...
ଇତିହାସ
ଆର୍ଜେଣ୍ଟିନାର ପ୍ରଫେସର କାର୍ଲୋସ୍ ମାରିଆ ଡେଲା ପାଓଲେରାଙ୍କ ଦ୍ୱାରା ୧୯୪୯ ମସିହାରେ ଏହାର ଆରମ୍ଭ ହୋଇଥିଲା।
ଏହାକୁ 'ବିଶ୍ୱ ନଗର ଯୋଜନା ଦିବସ' (World Town Planning Day) ବୋଲି ମଧ୍ୟ କୁହାଯାଏ।
ଉଦ୍ଦେଶ୍ୟ
ସହର ଓ ନଗରଗୁଡ଼ିକର ଉତ୍ତମ ଯୋଜନାକୁ ପାଳନ କରିବା।
ମହତ୍ତ୍ୱ
ଏହା ଉନ୍ନତ ଜୀବନଯାପନ ପାଇଁ ସୁ-ଯୋଜିତ ଆବାସ, ପରିଚ୍ଛନ୍ନ ପରିବେଶ, ଉତ୍ତମ ରାସ୍ତାଘାଟ, ସାର୍ବଜନୀନ ସ୍ଥାନ ଏବଂ ସ୍ଥାୟୀ ସହର ଗଠନକୁ ପ୍ରୋତ୍ସାହିତ କରିଥାଏ।