ନୂତନ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ...
ଓଡ଼ିଶା ସରକାର ଘୋଷଣା କରିଛନ୍ତି ଯେ ସୁଭଦ୍ରା ଯୋଜନାରେ ନୂତନ ହିତାଧିକାରୀମାନେ ମାର୍ଚ୍ଚ ୮ ତାରିଖରେ ସେମାନଙ୍କର ସହାୟତା ରାଶି ପାଇବେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଲେ ସୂଚନା
ନୂତନ ହିତାଧିକାରୀମାନେ ଦୁଇଟି କିସ୍ତିରେ ଏକତ୍ର ପାଣ୍ଠି ପାଇବେ।
ଯୋଜନା ପାଇଁ ଆବେଦନ ଆଜିଠାରୁ ସୁଭଦ୍ରା ପୋର୍ଟାଲ୍ ମାଧ୍ୟମରେ ଦାଖଲ କରାଯାଇପାରିବ
ଏହି ପ୍ରକ୍ରିୟା ଗୋଟିଏ ମାସ ପାଇଁ ବଲବତ୍ତର ରହିବ
୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ମହିଳାମାନେ ଏହି ଯୋଜନା ଅଧୀନରେ ଲାଭ ପାଇ ପାରିବେ