ପାଖେଇ ଆସିଲା ପଂଚାୟତ ଓ ପୌର ନିର୍ବାଚନ ସର୍ଭେ...
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବ ସର୍ଭେ
୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କରାଯାଉଛି।
ସେପ୍ଟେମ୍ବର ୨୩ରେ ମାଷ୍ଟର୍ ଟ୍ରେନର୍ମାନଙ୍କ ଦିଆଯିବ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ।
ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ହେବ ପ୍ରଶିକ୍ଷଣ।
ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି କରାଯିବ ସର୍ଭେ।