ପୁରୀ ଶ୍ରୀମନ୍ଦିରର ବଢିଲା ସୁରକ୍ଷା ବ୍ୟବସ୍ଥା...

Oct 11, 2025 - 18:42
 8
ପୁରୀ ଶ୍ରୀମନ୍ଦିରର ବଢିଲା ସୁରକ୍ଷା ବ୍ୟବସ୍ଥା...

ପୁରୀ: ପୁରୀ ଶ୍ରୀମନ୍ଦିରକୁ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ କରିବା ପାଇଁ ଡିଜିସିଏ ପକ୍ଷରୁ ରେଡ୍ ଜୋନ୍ ଘୋଷଣା କରାଯାଇଛି। ରେଡ୍ ଜୋନ୍ ଘୋଷଣାର ବୈଧତା ୩ ବର୍ଷ ପର୍ଯ୍ୟନ୍ତ ରହିବ ଏବଂ ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ପ୍ରଭାବୀ ହେବ। ପୂର୍ବରୁ ମନ୍ଦିର ଉପର ଆକାଶକୁ No Flying Zone ଘୋଷଣା କରାଯାଇଥିଲା।