ପୁରୀରେ ହବିଷ୍ୟାଳି ଶିବିର ଉଦଘାଟନ କଲେ ଆଇନ ମନ୍ତ୍ରୀ...

Oct 8, 2025 - 07:42
 8
ପୁରୀରେ ହବିଷ୍ୟାଳି ଶିବିର ଉଦଘାଟନ କଲେ ଆଇନ ମନ୍ତ୍ରୀ...

ପୁରୀ ବୃନ୍ଦାବତୀ ନିବାସରେ କାର୍ତ୍ତିକ ହବିଷିଆଳି ଶିବିର ଉଦ୍‌ଘାଟିତ

ହବିଷିଆଳି ଶିବିର ଉଦ୍‌ଘାଟନ କଲେ ଆଇନ୍ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ

ଉଦ୍‌ଘାଟନ ପରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା

ଏଥର ବଜେଟ୍ ୩ କୋଟି ୩୦ ଲକ୍ଷକୁ ବୃଦ୍ଧି କରାଯାଇଛି

ମା ମାନଙ୍କ ସୁବିଧା ପାଇଁ ୭୦ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି

ପୂର୍ବ ଥର ଭଳି ଏଥର ବି ୨୫୦୦ ମା ମାନଙ୍କ ପାଇଁ ରହଣି ବ୍ୟବସ୍ଥା

ରାଧା ପାଦ ଦର୍ଶନ ଲାଇଭ୍ ବ୍ୟବସ୍ଥା କରିବାକୁ ଯୋଜନା ଅଛି

୫ ଶିବିରରେ ଲାଇଭ୍ ବ୍ୟବସ୍ଥା; ମନ୍ଦିର ନ ଯାଇ ଦେଖି ହେବ ରାଧା ପାଦ ଦର୍ଶନ