ପୁରୁଣା ଭୁବନେଶ୍ୱରସ୍ଥ ରୟାଲ ରିସର୍ଟ ରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି 

Oct 13, 2026 - 12:02
 14
ପୁରୁଣା ଭୁବନେଶ୍ୱରସ୍ଥ ରୟାଲ ରିସର୍ଟ ରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି 

ପୁରୁଣା ଭୁବନେଶ୍ୱରସ୍ଥ ରୟାଲ ରିସର୍ଟ ରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି 
ଏଥିରେ ଭୁବନେଶ୍ୱରର ତିନି ବିଧାୟକ ଙ୍କ ସହ ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ |
ସମସ୍ତ କମିଟି ଅଧିକାରୀଙ୍କୁ ଉତ୍ତରୀ ଦେଇ ସମ୍ଭର୍ଦ୍ଧିତ କରାଯାଇଥିବା ବେଳେ ବାର୍ଷିକ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା |
ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ସମସ୍ତ ପୂଜା ସମିତିଙ୍କୁ plot rent ଛାଡ଼ କରାଯାଇଥିଲା ବୋଲି ବିଧାୟକ ବାବୁ ସିଂ ଘୋଷଣା କରିଥିଲେ |