ପଣ୍ଡିତ ଦିନଦୟାଲ ଉପାଧ୍ୟାୟଜୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଉଛୁ ।

Sep 25, 2025 - 10:54
 16
ପଣ୍ଡିତ ଦିନଦୟାଲ ଉପାଧ୍ୟାୟଜୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଉଛୁ ।

ଭାରତୀୟ ଜନସଂଘର ସଂସ୍ଥାପକ, ତଥା ଅନ୍ତ୍ୟୋଦୟର ପ୍ରଣେତା ଏବଂ ଏକାତ୍ମ ମାନବବାଦ ଭଳି ପ୍ରଗତିଶୀଳ ଚିନ୍ତାଧାରାର ବ୍ୟକ୍ତିତ୍ବ,ଭାରତ ମାତା ର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଜୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ତଥା ବିନମ୍ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଉଛୁ । ????????????????