ପୂର୍ବତନ ଓଡିଶା ପ୍ରଦେଶ କଂଗ୍ରସ କମିଟି ସଭାପତି ନିରଞ୍ଜନ ପଟନାୟକଙ୍କ ସ୍ୱଲିଖିତ ପୁସ୍ତକ "ସମୟ ସାକ୍ଷୀ" OUAT ପ୍ରେଖ୍ୟାଳୟ ରେ ଅନେକ ରାଜନେତା ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ଉନ୍ମୋଚିତ ହୋଇ ଯାଇଛି |

ସମସ୍ତଙ୍କ ଉପସ୍ଥିତିକୁ ନେଇ ସେ ଖୁବ ଆନନ୍ଦିତ ଓ କୃତଂଜ୍ଞତା ମଧ୍ୟ ଜଣାଇଛନ୍ତି |