ପ୍ରତିରକ୍ଷା ବ୍ୟାପାର ଉପରେ ଗଠିତ ସାର୍ବଜନୀନ ଆକାଉଣ୍ଟସ୍ କମିଟିର ଉପ-କମିଟିର ଅଧ୍ୟକ୍ଷତା କଲେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ
ପ୍ରତିରକ୍ଷା ବ୍ୟାପାର ଉପରେ ଗଠିତ ସାର୍ବଜନୀନ ଆକାଉଣ୍ଟସ୍ କମିଟିର ଉପ-କମିଟିର ଅଧ୍ୟକ୍ଷତା କଲେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ
୨୦୧୨-୧୩ ରୁ ୨୦୨୩ ପର୍ଯ୍ୟନ୍ତ C & AG ର ୪ଟି ରିପୋର୍ଟ ଉପରେ ଆଲୋଚନା କରାଯାଇଥିଲା।
ଅଡିଟ୍ ଅଧିକାରୀମାନେ ରିପୋର୍ଟଗୁଡ଼ିକ ଉପରେ ଏକ ଉପସ୍ଥାପନା କରିଥିଲେ।
C & AG ର ଭଲ ସୁପାରିଶ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏହାର କାର୍ଯ୍ୟକାରିତାରେ ପଦ୍ଧତିଗତ ଉନ୍ନତି ଆଣିବାରେ ସକ୍ଷମ କରିବାରେ ବହୁତ ସାହାଯ୍ୟ କରିବ ବୋଲି ସମସ୍ତେ ଉପଲବଧ କଲେ |