ପ୍ରଧାନ ମନ୍ତ୍ରୀ ମୋଦି ଭାରତର ବିକାଶ ପାଇଁ ଉତ୍ସ!
ପ୍ରଧାନମନ୍ତ୍ରୀଙ୍କୁ ପ୍ରେରଣାର ଉତ୍ସ କହିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଜନ୍ମ ଦିନରେ ନିଜର ଅନୁଭୂତି ବଖାଣିଲେ
ରାଜନୀତିକୁ ସେବା ପାଇଁ ମାଧ୍ୟମ କରିବାକୁ ମୋଦି ସର୍ବଦା ପରାମର୍ଶ ଦେଇ ଆସିଛନ୍ତି
ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭାରତକୁ 'ବିକଶିତ ଭାରତ' କରିବାକୁ କାର୍ଯ୍ୟରତ
ବିକଶିତ ଭାରତ ପାଇଁ ମଧ୍ୟ ଟାଇମ ଲାଇନ୍ ରଖିଛନ୍ତି, ୨୦୪୭ ସୁଦ୍ଧା ଲକ୍ଷ୍ୟ ହାସଲ
୧୧ ବର୍ଷ ଭିତରେ ଦେଶରେ ବଡ଼ ପରିବର୍ତ୍ତନ ଆଣି ପାରିଛନ୍ତି
ମୋଦି ସବୁବେଳେ ଦୀର୍ଘ ମିଆଦି ଚିନ୍ତାଧାରାକୁ ଗୁରୁତ୍ବ ଦେଇ ଆସିଛନ୍ତି
ଓଡ଼ିଶା ପାଇଁ ପୂର୍ବଦୋୟର ସ୍ବପ୍ନ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ରେଲୱେ ପାଇଁ କାର୍ଯ୍ୟ ଲକ୍ଷେ କୋଟି ଟପିବାକୁ ଯାଉଛି
ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ୨ଟି ସେମିକଣ୍ଡକ୍ଟର ୟୁନିଟ୍ ଭେଟି ଦେଇଛନ୍ତି