ହରିପୁର ବିଚ ନିକଟରେ Landfall ସମ୍ଭାବନା...
ହରିପୁର ସମୁଦ୍ର ତଟ ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା
SRCଙ୍କ କାର୍ଯ୍ୟାଳୟରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
କାଲି ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା
ଗୋପାଳପୁରରୁ ପୁରୀ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍
ବାତ୍ୟାକୁ ଦୃଷ୍ଟିରେ ରଖି ୪୧୭୦ ଗର୍ଭବତୀଙ୍କୁ ସ୍ଥାନାନ୍ତର
୧୩୧୭ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି’
୨୩୪୬ଟି ବାତ୍ୟା ଆଶ୍ରୟସ୍ଥଳକୁ କାର୍ଯ୍ୟକ୍ଷମ କରାଯାଇଛି
ସମସ୍ତ ଆଶ୍ରୟସ୍ଥଳରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି’
ଓଡ୍ରାଫ୍,NDRF ଓ ଅଗ୍ନିଶମର ୪୧୮ ଟିମ୍ ପ୍ରସ୍ତୁତ ରଖାଯାଇଛି’
‘ରିଜର୍ଭ ଭାବରେ ୨୮ଟି ଅଗ୍ନିଶମ ଟିମ୍କୁ ପ୍ରସ୍ତୁତ ରଖାଯାଇଛି’
୧୭ ସାଟେଲାଇଟ ଫୋନ୍ ଓ ୧୨୮ ସେଲ୍ ଅନ୍ ହ୍ବିଲ୍ ପ୍ରସ୍ତୁତ’
୪୧ ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ କରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଉପକୂଳ ଜିଲ୍ଲାରେ ସୁରକ୍ଷା ପାଇଁ କୋଷ୍ଟଗାର୍ଡଙ୍କ ବ୍ୟବହାର
ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ୪୭ ଟ୍ରେନ୍ ବାତିଲ କରାଯାଇଛି’
ଜିରୋ କାଜୁଆଲିଟି ସରକାରଙ୍କ ପ୍ରାଥମିକତା-CM