ଫେବୃଆରୀ ୨ ରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

Feb 2, 2026 - 23:05
 11
ଫେବୃଆରୀ ୨ ରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

 ଫେବୃଆରୀ ୨ ରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ । ଦ୍ରୌପଦୀ ମୁର୍ମୁ ୨ ରୁ ୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ । ଫେବୃଆରୀ ୨ ତାରିଖ ସନ୍ଧ୍ୟାରେ ସେ । ଭୁବନେଶ୍ବରରେ ପହଞ୍ଚିବେ ।

ଫେବୃଆରୀ ୩ ତାରିଖରେ ରାଷ୍ଟ୍ରପତି ବାଲେଶ୍ବରରେ ଫକିର ମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନବନିର୍ମିତ ଅଡିଟୋରିୟମକୁ ଉଦଘାଟନ କରି ରିବେ ।

ଫେବୃଆରୀ ୪ ତାରିଖରେ ରାଷ୍ଟ୍ରପତି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଏବଂ ରାଇରଙ୍ଗପୁରର ମହୁଲଡିହା ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ । ସେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ଡାକ୍ତରଖାନା, ଓୟୁଏଟି କ୍ୟାମ୍ପସ, ତୀରନ୍ଦାଜୀ କେନ୍ଦ୍ର, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଡ୍ରେନେଜ ଅପଗ୍ରେଡେସନ ପ୍ରକଳ୍ପ, ବିଭିନ୍ନ ସିଏସଆର ପ୍ରକଳ୍ପ ଏ এর° ରାଇରଙ୍ଗପୁରରେ ଏମଏସସିବି ବିଶ୍ବବିଦ୍ୟାଳୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିଭିପ୍ରସ୍ତର ସ୍ଥାପନ କରିବେ ।

ଫେବୃଆରୀ ୬ ତାରିଖ ଖରେ ରାଷ୍ଟ୍ରପତି ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସହ ଭାବବିନିମୟ କରିବେ । ସେ ସେ ଭୁବନେଶ୍ବରରେ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋ ଆୟୋଜିତ 'ବ୍ର ' 'ବ୍ଲାକ୍ ସ୍ବାନ୍ ସମିଟ୍, ଇଣ୍ଡିଆ' ରେ ମଧ୍ଯ ଯୋଗଦେବେ। ଲୋଜି ନେଟୱାର୍କ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ବାରା

ଫେବୃଆରୀ ୭ ତାରିଖରେ ରାଷ୍ଟ୍ରପତି ଛତିଶଗଡ଼ର ଜଗଦଲପୁରରେ 'ବସ୍ତର ବସ୍ତର ପାଣ୍ଡୁମ ୨୦୨୬' ମହୋତ୍ସବର ଉଦଘାଟନ କରିବେ ।

ଏଚ୍.ଏସ୍/ସ୍ୱାଧୀନ/ମନୋଜ

(ପ୍ରକାଶନ ଆଇଡି: ୨୨୨୧୭୮୭)