#ବହୁଚର୍ଚ୍ଚିତ_ନବ_ଦାସ_ହତ୍ୟା_ମାମଲା .
#ବହୁଚର୍ଚ୍ଚିତ_ନବ_ଦାସ_ହତ୍ୟା_ମାମଲା . -ଆଜି ଗୋପାଳ ଦାସର ପତ୍ନୀଙ୍କୁ ହେବ ଜେରା -ଗୋପାଳର ପତ୍ନୀ ଜୟନ୍ତୀ ଦାସଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ -ଜଳେଶ୍ୱରପୁର ସ୍ଥିତ ଗୋପାଳ ଘରେ ହେବ ଜେରା -୩ ଦିନ ହେଲା ବ୍ରହ୍ମପୁରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ରିପୋର୍ଟ ରଶ୍ମିରଂଜନ ମିଶ୍ର AV News 24