ବାଲିପାଟଣା ବ୍ଲକ ର ରାଜସ ରେ ଥିବା PHC ରେ ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି |
ବାଲିପାଟଣା ବ୍ଲକ ର ରାଜସ ରେ ଥିବା PHC ରେ ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି |
ଏହି ଅବସରରେ Dr ଜିତେନ୍ଦ୍ର ଦ୍ବିବେଦୀ ଓ Dr ପ୍ରୀତିମାନ ପ୍ରିତମ ଙ୍କ ତତ୍ୱାବଧାନରେ ସମ୍ପର୍ଣ୍ଣ ହୋଇଥିବା ବେଳେ ଶ୍ରୀମତୀ ମମତା ଙ୍କ ସହିତ ଅନ୍ୟ ସହକର୍ମୀମାନେ ସହଯୋଗ କରିଥିଲେ |