ବାଲେଶ୍ବର ରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କଟକଣା...

Oct 7, 2025 - 08:26
 6
ବାଲେଶ୍ବର ରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କଟକଣା...

ବାଲେଶ୍ବର: ବାଲେଶ୍ବରରେ ଲାଗିଲା ରାତ୍ରୀକାଳୀନ କଟକଣା। ଦୋକାନ ବଜାର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାତି ୧୦ଟାରୁ ସକାଳ ୬ଟା ଯାଏ କଟକଣା ବଳବତ୍ତର ରହିବ। ଅକ୍ଟୋବର ୨୧ ଯାଏ ଲାଗୁ ହେବ କଟକଣା। ସହରରେ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି।