ବ୍ରହ୍ମପୁର ଆସିବେ ମୋଦି

Sep 19, 2025 - 21:09
 12
ବ୍ରହ୍ମପୁର ଆସିବେ ମୋଦି

ଆଗାମୀ ୨୭ ସେପ୍ଟେମ୍ବରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା, ବ୍ରହ୍ମପୁର ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।