ବୟୋ ବନ୍ଦନା ଯୋଜନାରେ ସୁବିଧା .

ବୟୋ ବନ୍ଦନା ଯୋଜନାରେ ସୁବିଧା .
- ବୟୋ ବନ୍ଦନା ଯୋଜନାରେ ବରିଷ୍ଠ ନାଗରିକଙ୍କୁ ଦେୟମୁକ୍ତ ସେବା
- ୭୦ରୁ ଅଧିକ ସମସ୍ତ ବୟସ୍କଙ୍କ ପାଇଁ ବୟୋ ବନ୍ଦନା କାର୍ଡ
- ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ମିଳିବ
- ପରିବାରର ମହିଳା ସଦସ୍ୟାଙ୍କୁ ୧୦ ଲକ୍ଷ ଯାଏ ଚିକିତ୍ସା ସେବା