ଭାରତର ଇସ୍ପାତ କ୍ଷେତ୍ରରେ ପ୍ରଗତି ଲାଗି ଭୁବନେଶ୍ୱରରେ ଚିନୁନ ଶିବିରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ
ଭାରତର ଇସ୍ପାତ କ୍ଷେତ୍ରରେ ପ୍ରଗତି ଲାଗି ଭୁବନେଶ୍ୱରରେ ଚିନୁନ ଶିବିରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ
ଇସ୍ପାତ କ୍ଷେତ୍ରର ଅଗ୍ରଗତି ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ରଣନୀତିକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଲାଗି ଚିନୁନ ଶିବିରରେ ଏକତ୍ରିତ ହୋଇଛନ୍ତି ସରକାର, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତିନିଧୂ ଏବଂ ଶିଳ୍ପପତି
ଭାରତର ତର ଇସ୍ପାତ କ୍ଷେତ୍ରର ଭବିଷ୍ୟତ ପ୍ରଗତି ନିମନ୍ତେ ଗହନ ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଆଜି ଠାରୁ ଭୁବନେଶ୍ବର ନଶ୍ବର ଠାରେ ଦୁଇ ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ, ଡି କୁମାର ସ୍ବାମୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଭୂପତିରା ରାଜୁ ଶ୍ରୀନିବାସ ବର୍ମା ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତି ଶର୍ମା, କେନ୍ଦ୍ର ଇସ୍ପାତ ମନ୍ତ୍ରଣ ମନ୍ତ୍ରଣାଳୟ ସଚିବ ସନ୍ଦୀପ ପୌଣ୍ଡିକ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ମନ୍ତ୍ରଣାଳୟର ବରିଷ୍ଠ ଅଧୂକାରୀଗଣ, ସେଲ୍, ଏନଏମଡିସି, ଏମଓଆଇଏଲ, ମେକନ, ଏମଏସଟିସି ଆଦି କେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟ, ଆଇଏନ ଏନଏସଡିଏଜି, ଆଇଏସସିଏ, ବିଆଇଏସଏଜି ଆଦିର ବିଶେଷଜ୍ଞଙ୍କ ସମେତ ଟାଟା ଷ୍ଟିଲ୍, ଜେଏସଡବ୍ଲୁ ଭଳି ଘରୋ ରୋଇ ଶିଳ୍ପସଂସ୍ଥାର ପ୍ରତିନିଧୂମାନେ ଶିବିରରେ ଯୋଗ ଦେଇଛନ୍ତି ରଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ତାଙ୍କର ଝର ଅଭିଭାଷଣରେ ପ୍ରଧାନମ ମନ୍ତ୍ରୀ ନରେନ୍ଦ୍ର ମୋଦ ମୋଦୀଙ୍କୁ ତାଙ୍କର ରଣନୀତିର୍କି ନେତୃତ୍ବ ଲାଗି କୃତଜ୍ଞତା ବ୍ୟକ୍ତି କଟି କରିଥିଲେ ଏବଂ କହିଥିଲେ, ଲ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ମାର୍ଗରେ ଅଗ୍ରସର ଘର ହେଉଛି। ସେ ରାଷ୍ଟ୍ର ନିର୍ମାଣରେ ଇସ୍ପାତ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକାର ଅବତାରଣା କରିଥିଲେ ଏବଂ କ୍ଷମତାକୁ ସୁଦୃଢ଼ କରିବା ଲାଗି ସରକାରଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରତିଦ୍ଵନ୍ଦ୍ରୀ କ୍ଷମତା ବୃଦ୍ଧି କରିବା ଏବଂ ପରିଚାଳନାଗତ ଉତ୍କର୍ଷତା ହାସଲ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲଣ୍ଡିଂ ଏବଂ ଡିଜିଟାଲକରଣ ଭଳି ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଗବେଷଣା ଏବଂ ବିକାଶରେ ନିରନ୍ଧର ନିବେଶର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି କହିଥିଲେ, ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସ ଭାରତର ଇସ୍ପାତ ଶିଳ୍ପର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରତିଦ୍ବନ୍ଦ୍ରୀ କ୍ଷମତା ସୁନିଶ୍ଚିତ କରିବ, ଯାହା ଦେଶର ପ୍ରଗତିରେ ଗୁରୁତ୍ବପୂର୍ଣ ଯୋଗଦାନ ଦେବ ।
ଆଗେଇ ନେବାରେ ଇସ୍ପାତର ଶିବିରରେ ଆଲୋଚିତ ସମସ୍ତ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା ଭିତ୍ତିଭୂମି ବିକାଶକୁ ଆଗେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଚିନ୍ତନ ଶିବି ବିଷୟବସ୍ତୁ ଶିଳ୍ପ ପ୍ରଗତି ଏବଂ ଜାତୀୟ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ ଯୋଗଦାନ ଦାନ ଦେବ।
ଓଡ଼ିଶା ସରକାରଙ୍କ ଅତିରିକୁ ମୁଖ୍ୟ ଶାସନ ସଚିବ ହେମନ୍ତ୍ର ମନୁ ଶର୍ମା କହିଥିଲେ, ଓଡିଶା ପାଖରେ ଏକ ଖଣିଜ ସମୃଦ୍ଧ ଏବଂ ଉପକୂଳବର୍ତ୍ତୀ ରାଜ୍ୟ ହେବାର ଅନ ଅନନ୍ୟ ସୁବିଧା ରହିଛି ଯାହା ରାଜ୍ୟକୁ ଇସ୍ପାତ ସମେତ ବିଭିନ୍ନ ଶିଳ୍ପ ସ୍ଥାପନ ଏବଂ ବିକାଶ ପାଇଁ ଅ ଅନୁକୂଳ କରିଥାଏ।
କେନ୍ଦ୍ର ଇସ୍ପାତ ତ ମନ୍ତ୍ରଣାଳୟର ସଚିବ ସନ୍ଦୀପ ପୌଣ୍ଡ୍ରିକ୍ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଏହିକ୍ଷେତ୍ରର ବିକାଶ, ଆହ୍ବାନ ଏବଂ ଭବିଷ୍ୟତ ଉପ ଉପରେ ବିଚାରବିମର୍ଶ କରିବା ପାଇଁ ଏହି ଚିନ୍ତନ ଶିବିର ଭଳି ମଞ୍ଚର ଆୟୋଜନ କରାଯାଉଥିବା କହିଥିଲେ। ସେ କହିଥିଲେ, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବାରେ ସାହାଯ୍ୟ କରିବ। ଅନ୍ୟପଟେ ଭିତ୍ତିଭୂମି ଖର୍ଚ୍ଚ କାରଣରୁ ଭାରତର ଇସ୍ପାତ ଉପଯୋଗରେ ଅଭୂତପୂର୍ବ ଗରେ ଅଭୂତପୂର୍ବ ବୃଦ୍ଧି ଉପରେ ସେ ଆଲୋକପାତ କରିଥିଲେ। ସେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ ନୂତା ନୂତନ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏଭଳି ପ୍ରୟା ପ୍ରୟାସଗୁଡ଼ିକ ଆଭ୍ୟନ୍ତରୀଣ ପ୍ରତିଭା ଦ୍ବାରା ପରିଚାଳିତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସେ ଯୁବ କାର୍ଯ୍ୟନିର୍ବାହୀମାନଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ପାଇଁ ଉତ୍ସାହିତ କରିଥିଲେ। ଏହି ଉଦ୍ଦେଶ୍ୟରେ, ଏକ ଆଭ୍ୟନ୍ଧରୀଣ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ଏବଂ ଶ୍ରେଷ୍ଠମାନଙ୍କୁ ସେମାନଙ୍କର ଅଭିନବ ଚିତ୍ର ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ଦିଆଯାଇଥିଲା ।
ଶିବିରର ପ୍ରଥମ ଦିନରେ ପ୍ରଯୁକ୍ତିବିଦ୍ୟା-ଚାଳିତ ନବସୃଜନ, ପରିଚାଳନାଗତ ଉତ୍କର୍ଷତା, ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆ ଆଧୁନିକ ଖଣି ପଦ୍ଧତି ବତି ଉପରେ ଆଲୋଚନା ଅଧୂବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଭିତ୍ତିଭୂମିର ଉନ୍ନତି ନ୍ନତିକରଣ, କ୍ଷମତା ବିସ୍ତାର ଏବଂ ସମଗ୍ର କ୍ଷେତ୍ର କ୍ଷେତ୍ରରେ ଦକ୍ଷତା ସୁନିଶ୍ଚିତ କରିବା ଉପରେ ଆଲୋଚନା ହାଇଥିଲା। ଶିଳ୍ପ ପାଇଁ ଏ ଏକ ରଣନୀତିକ ରୂପରେଖ ପ୍ରସ୍ତୁତ ପ୍ରସ୍ତୁତ କରିବା ପାଇଁ ନୀତି ନିର୍ଦ୍ଧାରକ, ଶିଳ୍ପପତି ଏବଂ ବୈଷୟିକ ବିଶେଷଜ୍ଞଙ୍କ ବିଚାରକ ଏହି ଆଲୋଚନାରେ ସଂଗ୍ରହ କରାଯାଇଥିଲା। ଚିନନ ଶିବିର ଆସନାକାଲି ମଧ୍ୟ ଜାରି ରହିବ ଏବଂ ଭାରତର ଆର୍ଥକ ଅଭିବୃଦ୍ଧି ଓ ଶିଳ୍ପ ପ୍ରଗତିକୁ ଆଗେଇ ନେବାରେ ଇସ୍ପାତ କ୍ଷେତ୍ରର ଭୂମିକାକୁ ସୁଦୃଢ଼ କରିବା ପାଇଁ ଦୀର୍ଘକାଳୀନ ରଣନୀତି, ଅଂଶୀଦାରଙ୍କ ସହଯୋଗ ଏବଂ କାର୍ଯ୍ୟକାରିତା ଯୋଗ୍ୟ ଫଳାଫଳ ଉପରେ ବିଚାରବିମର୍ଶ ଅଧୂବେଶନ ଅନୁଷ୍ଠିତ ହେବ।