ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରୟାଲ ରିସର୍ଟ ପରିସରରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |
ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରୟାଲ ରିସର୍ଟ ପରିସରରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |
ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ, ରଶ୍ମୀ ମହାପାତ୍ର, ଲିଟୁ ମହାପାତ୍ର ପ୍ରଭୁତି ଅତିଥିମାନେ ଯୋଗଦେଇ ଅନେକ ଯୁବକ ଯୁବତୀଙ୍କୁ Ekamra Army ଭାବେ ସମ୍ମାନିତ କରିଥିଲେ |
*
*
*
*