ମଲ୍ଟିଟ୍ରାକିଂ ପ୍ରକଳ୍ପ ଦ୍ବାରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରା ଛତିଶଗଡ଼ର 18ଟି ଜିଲ୍ଲାରେ ବର୍ତ୍ତମାନର ରେଳ ନେଟୱାର୍କର ହେବ ବିସ୍ତାର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥକ ବ୍ୟାପାର ସଂକ୍ରାନ୍ତି କ୍ୟାବିନେଟ୍ ନେଟ୍ କମିଟି ବୈଠକରେ ଦେଶ ପାଇଁ ଗୁରୁତ୍ବପୂର୍ଣ ଚାରିଟି ରେଳ ଲାଇନ୍ ସମ୍ପ୍ରସାରଣ ବା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ ଆନୁମାନିକ 24,634 କୋଟି ଟଙ୍କା ବ୍ୟୟବରାଦ କରା ରାଯାଇଛି।
ପ୍ରକଳ୍ପଗୁଡ଼ିକ ହେଲା:-
1. ୱଦ୍ଧା-ଭୁସାୱଲ - ତୃତୀୟ ଓ ଚତୁର୍ଥ ଲାଇନ୍ - 314 କିଲୋମିଟର (ମହାରାଷ୍ଟ୍ର)
2. ଗୋନ୍ଦିୟା-ଡଙ୍ଗରଗଡ଼ - ଚତୁର୍ଥ ଲାଇନ-84 କିଲୋମିଟର (ମହାରାଷ୍ଟ୍ର ଏବଂ ଛତିଶଗଡ଼)
3. ଭଦୋଦରା-ରତଲାମ- ତୃତୀୟ ଓ ଚତୁର୍ଥ ଲାଇନ୍ - 259 କିଲୋମିଟର (ଗୁଜରାଟ ৩০° ମଧ୍ୟପ୍ରଦେଶ)
4. ଇଟାରସୀ-ଭୋପାଳ - ବୀଣା ଚତୁର୍ଥ ଲାଇନ୍- 237 (ମଧ୍ୟପ୍ରଦେଶ)
ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର 18ଟି ଜିଲ୍ଲା ଦେଇ ଅତିକ୍ରମ କରିଥିବା ଏହି ଚାରିଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ରେଳ ନେଟୱର୍କରେ ପ୍ରାୟ 894 କିଲୋମିଟ ରେଳଲାଇନ ନିର୍ମାଣ କରିବ। ରାମିଟର
ଏହାଦ୍ବାରା ଅନୁମୋଦିତ ମଲ୍ଟିଟ୍ରାକିଂ ପ୍ରକଳ୍ପ ଦ୍ବାରା ପ୍ରାୟ 3,633 ଗ୍ରାମକୁ ସଡ଼କ ସଂଯୋଗରେ ସୁଧାର ଆସିବ। ଏହା ଦୁଇଟି ଆକାଂକ୍ଷୀ ଜିଲ୍ଲା (ବିର୍ଦିଶା ଏବଂ ରାଜନନ୍ଦନଗାଁଓ) ସମେତ ପ୍ରାୟ 85.84 ଲକ୍ଷ ଲୋକ ଉପକୃତ ହୋଇପା ପାରିବେ ।
ବର୍ଷିତ ଲା ଲାଇନ କ୍ଷମତା ଯାତାୟାତରେ ଯଥେଷ୍ଟ ସୁଧାର ଆଣିବ, ଯାହା ଫଳରେ ଭାରତୀୟ ରେଳବାଇ ପାଇଁ କାର୍ଯ୍ୟକ୍ଷମ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ଉନ୍ନତ ହେବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରି କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ଅନୁରୂପ ଯାହାଁ ନିଯୁକ୍ତି / ସ୍ବନିଯୁକ୍ତି ସୁଯୋଗ ବୃଦ୍ଧି କରିବ କରିବା ସହିତ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ବ୍ୟାପକ କ୍ଷେତ୍ରୀୟ ବିକାଶ ଦ୍ବାରା '‘ଆତ୍ମନିର୍ଭ ନିର୍ଭର'' କରିବ।
ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆଧାରରେ ଯୋଜନା କରାଯାଇଛି ମାଷ୍ଠୁର ପ୍ଲାନ୍ ସମନ୍ବିତ ଯୋଜନା ଏବଂ ଅଂଶୀଦାରମାନଙ୍କ ବିଚାରବିମର୍ଶ ମାଧ୍ଯମରେ ବହୁମୁଖୀ ସଂଯେ ଲର୍ଜିଷ୍ଟିକ୍ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇଥାଏ। ଏସବୁ ପ୍ର ପ୍ରକଳ୍ପ ଯାତ୍ରୀ, ସାମଗ୍ରୀ ଏବଂ ସେବାର ପରି ସୁଗମ କରିବ। ରଛି । ଏହି ସଂଯୋଗ ଏବଂ ର ପରିବହନକୁ
ସାରା ଦେଶରୁ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାଞ୍ଚି, ସତପୁରା ବ୍ୟାଘ୍ର ସଂରକ୍ଷଣ, ଭୀମବେଟକାର ପଥର ଆଶ୍ରୟସ୍ଥଳ, ହଜାରା ଜଳପ୍ରପାତ, ନୱେଗା ), ନୱେଗାଓଁ ଜାପ ଜାତୀୟ ଉଦ୍ୟାନ ଇତ୍ୟାଦି ପ୍ରମୁଖ ସ୍ଥାନଗୁଡ଼ିକୁ ମଧ୍ଯ ଏସବୁ ଏସବୁ ପ୍ରକଳ୍ପ ଦ୍ବାରା ରେଳ ସଂଯୋଗ ସୁଗମ ହୋଇପାରିବ।