ମାଗଣା ବଣ୍ଟନ ବ୍ୟବସ୍ଥାକୁ କଡା ସମାଲୋଚନା କଲେ ସୁପ୍ରିମ୍ କୋର୍ଟ...
ମାଗଣା ବଣ୍ଟନ ବ୍ୟବସ୍ଥାକୁ କଡା ସମାଲୋଚନା କଲେ ସୁପ୍ରିମ୍ କୋର୍ଟ...
ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା
ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ମାଗଣା ବଣ୍ଟନ ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି
ଫ୍ରିବିଜ୍ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍
ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ
ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେଉଅଛି
ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି କିନ୍ତୁ ତଥାପି ମାଗଣା ବଣ୍ଟନ କରୁଛନ୍ତି
ସଂଗୃହୀତ ଆୟର ୨୫% କାହିଁକି ରାଜ୍ୟର ବିକାଶ ପାଇଁ ବ୍ୟବହାର ହେଉନି
କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ନୁହେଁ ସବୁ ରାଜ୍ୟ କଥା ଆମେ ଦର୍ଶାଉଛୁ
ବେକାରୀ ଦୂର ପାଇଁ କାହିଁକି ବଜେଟ୍ରେ ବ୍ୟବସ୍ଥା ହେଉ ନାହିଁ
ଦେଶରେ ନିର୍ବାଚନ ଜିତିବାକୁ ମାଗଣା ବଣ୍ଟନକୁ ନେଇ ଉଦ୍ବେଗ ଜଣାଇଲେ କୋର୍ଟ