ମାନ୍ୟବର ହାଇ କୋର୍ଟଙ୍କ ରାୟ ଅନୁସାରେ BJEM ସ୍କୁଲ ର ପୁନଃ ତଦନ୍ତ...

Feb 3, 2026 - 16:23
 8
ମାନ୍ୟବର ହାଇ କୋର୍ଟଙ୍କ ରାୟ ଅନୁସାରେ BJEM ସ୍କୁଲ ର ପୁନଃ ତଦନ୍ତ...

ମାନ୍ୟବର ହାଇ କୋର୍ଟଙ୍କ ରାୟ ଅନୁସାରେ BJEM ସ୍କୁଲ ର ପୁନଃ ତଦନ୍ତ...

ଆସିଲା ମାନ୍ୟବର ହାଇକୋର୍ଟ ଙ୍କ ଗୁରୁତ୍ଵ ପୁର୍ଣ୍ଣ ରାୟ

ବିଜେଇମ ସ୍କୁଲ ଫି ବୃଦ୍ଧି ମାମଲା ରେ ହେବ ପୁଣି ତଦନ୍ତ

ନିର୍ଦ୍ଦେଶକ ପ୍ରାଥମିକ ଓ ନିର୍ଦ୍ଦେଶକ, ଗଣ ଶିକ୍ଷା ବିଭାଗ ଉପସ୍ଥିତ ରହିବେ 

ସ୍କୁଲ ର ଦୁଇ ଜଣ ପ୍ରତିନିଧି  

ଅବିଭାବକ ସଂଘ ର ଦୁଇ ଜଣ ପ୍ରତିନିଧି ଙ୍କ ଉପସ୍ଥିତି ରେ ହେବ ତଦନ୍ତ 

11 ତାରିଖ ସୁଦ୍ଧା ତଦନ୍ତ ସାରିବାକୁ ନିର୍ଦେଶ