‘ମୁରାସୁ’ ପ୍ରଭାବରେ କାଲିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା...

IMD ମନୋରମା ମହାନ୍ତି ଙ୍କ ସୂଚନା

Nov 2, 2026 - 08:46
 14
‘ମୁରାସୁ’ ପ୍ରଭାବରେ କାଲିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା...

ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ 

ବିଶେଷକରି ୩ ଓ ୪ ତାରିଖରେ ପବନ ସହ ବର୍ଷା ସମ୍ଭାବନା ରହିଛି*

କାଲି ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ*

୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା*

୪ ତାରିଖରେ ବି ପାଗର ସ୍ଥିତି ସମାନ ରହିବ- IMD ନିର୍ଦ୍ଦେଶିକା*

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଅତିପ୍ରବଳ ବର୍ଷା*

୫ ତାରିଖରୁ ବର୍ଷା କମିବ; କାଁ ଭାଁ ସ୍ଥାନରେ ବର୍ଷା ହେବ*

କାଲି ଦକ୍ଷିଣ ଓଡ଼ିଶାରେ ଝଟ୍‌କା ପବନ ୬୦ କିମି ବେଗରେ ବହିବ

୩ରେ ୫୦ରୁ ୬୦ କିମି ପବନ ବହିବ, ଝଟ୍‌କା ପବନର ବେଗ ରହିବ ୭୦ କିମି