ସାମାଜିକ ସୁରକ୍ଷା ଯୋଜନାରେ ସଚେତନତାର ଅଭାବ .

Jun 24, 2025 - 19:50
Jun 24, 2025 - 19:51
 11
ସାମାଜିକ ସୁରକ୍ଷା ଯୋଜନାରେ ସଚେତନତାର ଅଭାବ .

ରାଜଭବନରେ ଆୟୋଜିତ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଯୋଗ ଦେଇ ଉଦ୍‌ବେଗ ପ୍ରକାଶ କରିଥିଲେ |
‘୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍‌ ନେଇ ଅବଗତ ଥିଲାବେଳେ
‘ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍‌ ସୁବିଧା ଜାଣି ନାହାନ୍ତି |
‘ଜିଲ୍ଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ଦେଖିଛି  ଯେ ଅଫିସରମାନେ ମଧ୍ୟ ସରକାରୀ ଯୋଜନା ସବୁ ଜାଣି ନାହାନ୍ତି |
ଏପରିକି ସାଧାରଣ ବର୍ଗର ଲୋକେ ବି ଜାଣି ନାହାନ୍ତି କହି ଉଦ୍‌ବେଗ ପ୍ରକାଶ କଲେ |
ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇ
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନା କଥା- ବର୍ଷକୁ ୨୦ ଟଙ୍କା ଅବା ୪୩୬ ଟଙ୍କା କିଏ ଅବା ଦେଇ ନ ପାରିବ ! 
କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହେବା ଦରକାର |