ରାଜ୍ୟର ପ୍ରମୁଖ କଲେଜ ଗୁଡିକର ଭୋଟ ଫଳାଫଳ...
ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟ
ଭୋଟ ପ୍ରତିଶତ - 78.87%
ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ
1550 ଛାତ୍ରୀ ଭୋଟ ଦେଇଛନ୍ତି। ଭୋଟ ପ୍ରତିଶତ - 30.27 %
ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ
2225 ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 50.86%
ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ
917 ଜଣ ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 64.03%
ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ
2817 ଜଣ ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 67.24 %
ରେଭେନ୍ସା ବିଶ୍ୱ ବିଦ୍ୟାଳୟ
3777 ଜଣ ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 47.73%
ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ
423 ଜଣ ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 19.53%
ଫକୀର ମୋହନ ବିଶ୍ୱ ବିଦ୍ୟାଳୟ
1047 ଜଣ ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 53.30%
ଉତ୍କଳ ବିଶ୍ୱ ବିଦ୍ୟାଳୟ 2609 ଜଣ ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 68.69%
ସମ୍ବଲପୁର ବିଶ୍ୱ ବିଦ୍ୟାଳୟ
977 ଜଣ ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 54.24%
ଧରଣୀଧର ବିଶ୍ୱ ବିଦ୍ୟାଳୟ
2051 ଜଣ ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 65.77%
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ
1310 ଛାତ୍ରଛାତ୍ରୀ ଭୋଟ ଦେଇଛନ୍ତି।
ଭୋଟ ପ୍ରତିଶତ - 26%