ଲୁଚିଛି ନା ଗୋଡ଼ ଦିଟା ଦିଶୁଛି !
କଂଗ୍ରେସ ଓ ବିଜେଡି ଦଳ ଛାତ୍ରୀ ଙ୍କ ପାଇଁ ସଂଗ୍ରାମ କରୁଛନ୍ତି, ଏକ ପ୍ରହସନ ମାତ୍ର! ଗତ 2020ରୁ 2024ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍କୁଲ ଓ କଲେଜ ରେ 72ଟି ଏଇଭଳି ଘଟଣା ଘଟିଥିଲା, ସେତେବେଳେ ଏହି ବିରୋଧୀ ଦଳ ଶାସକ ଦଳରେ ଥିଲେ | କଣ ଉତ୍ତର ଦାୟିତ୍ୱ ଦେଇଛନ୍ତି ଓଡିଶା ବାସୀଙ୍କୁ ?
ଲୁଚିଛି ନା ଗୋଡ଼ ଦିଟା ଦିଶୁଛି !
ଗୋଦରୀ ଲୋ ତୋ ଗୋଡ଼ ଦିଟାକୁ ଦେଖେ !!
ଚାଲୁଣି କହୁଛି ଛୁଞ୍ଚିକି ତୁ ଆଗ ତୋ କଣା ଗଣ !!!
ଏବେ ରାଜନୈତିକ ଦଳ ସବୁ ଲୋକ ଦେଖାଣିଆ କାଦୁଅ ପକା ପକି ହେଉଛନ୍ତି...
ମଲା ଲୋକର ଶବ ଉପରେ ଆଉ କେତେଦିନ ରାଜନୀତି କରିବେରାଜନୀତିଆ ଦଳ ?
କେତେଦିନ ଆଉ ଓଡିଶା ବାସୀଙ୍କ ସହ ଖେଳିବ ଲୁଚୁକାଳୀ ଖେଳ ???