ଲୋକଙ୍କ ସରକାର ନେଲେ ଆଉ ଏକ ନୂଆ ପଦକ୍ଷେପ...

Jan 24, 2026 - 19:39
 30
ଲୋକଙ୍କ ସରକାର ନେଲେ ଆଉ ଏକ ନୂଆ ପଦକ୍ଷେପ...

ଲୋକଙ୍କ ସରକାର ନେଲେ ଆଉ ଏକ ନୂଆ ପଦକ୍ଷେପ...

ସୋମବାର କୌଣସି ସରକାରୀ ବୈଠକ ହେବ ନାହିଁ

ଏନେଇ ସରକାରୀ ନିର୍ଦେଶନାମା ଜାରୀ କଲେ ସରକାର 

ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ସୋମବାର କୌଣସି ବୈଠକ ବସିବ ନାହିଁ

କେଵଳ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ପ୍ରତ୍ୟେକ ମାସର ୩ୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ହେବ କେଵଳ ସମୀକ୍ଷା