ସଂସଦ ଗୃହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହାଙ୍କ ସହିତ ଓଡିଶା ରାଜ୍ୟପାଳ...

Mar 23, 2026 - 21:33
 2
ସଂସଦ ଗୃହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହାଙ୍କ ସହିତ ଓଡିଶା ରାଜ୍ୟପାଳ...

ସଂସଦ ଗୃହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହାଙ୍କ ସହିତ ଓଡିଶା ରାଜ୍ୟପାଳ...

ସଂସଦରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଭେଟ କଲେ ଓଡ଼ିଶାର ରାଜ୍ୟପାଳ ।

ଉଭୟଙ୍କର ସହଭାଗୀ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଏକ ଗଠନମୂଳକ ଆଲୋଚନା ହୋଇଥିଲା।

ଓଡ଼ିଶାର ବିକାଶ ଏବଂ ପ୍ରଗତିକୁ ଆଗକୁ ବଢ଼ାଇବାରେ ଗୃହ ମନ୍ତ୍ରୀଙ୍କର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ରାଜ୍ୟପାଳ ବ୍ୟକ୍ତ କରିଥିଲେ |