ସମଗ୍ର ଦେଶରେ ଆଜି ସବୁ ବ୍ୟାଙ୍କ ଖୋଲା ରହୁଛି...
ସମସ୍ତ ବ୍ୟାଙ୍କ ଯଥା ରୀତି ନିୟମ ଭିତରେ କାର୍ଯ୍ୟକାରୀ ହେବ
ଆଜି ଦେଶର ସମସ୍ତ ପିଏସବି ଓ ଆରଆରବି ବ୍ୟାଙ୍କ ଖୋଲା
ସବୁ ସରକାରୀ କ୍ଷେତ୍ରୀୟ ବ୍ୟାଙ୍କ (ପିଏସବି)ରେ କାର୍ଯ୍ୟ ସ୍ୱାଭାବିକ
ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ମଧ୍ୟ ଖୋଲା ରହିବ
କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶନାମା
ପ୍ରସ୍ତାବିତ ୩ ଦିନିଆ ଧର୍ମଘଟକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି
ଗ୍ରାହକଙ୍କ ସୁବିଧା ଓ ବ୍ୟାଙ୍କିଂ ସେବା ସ୍ୱାଭାବିକ ରଖିବା ଉଦ୍ଦେଶ୍ୟରେ ନିଷ୍ପତ୍ତି
ଜରୁରୀକାଳୀନ ନିଷ୍ପତ୍ତିର ସେବା ନେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅପିଲ୍
ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଧର୍ମଘଟ ଡାକରା