ସମ୍ବିଧାନ ଦିବସରେ ପ୍ରସ୍ତାବନା ପାଠରେ ଯୋଗଦେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧୂକାରୀଗଣ

Nov 27, 2025 - 08:27
 5
ସମ୍ବିଧାନ ଦିବସରେ ପ୍ରସ୍ତାବନା ପାଠରେ ଯୋଗଦେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧୂକାରୀଗଣ

ନୂଆଦିଲ୍ଲୀ, 26 ନଭେମ୍ବର:

ସମ୍ବିଧାନ ଦିବସ ଉପଲକ୍ଷେ ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରାଯାଇଛି।

ଏହି ଔପଚାରିକ ପ୍ରସ୍ତାବନା ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର; ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଶ୍ରୀ ଶକ୍ତିକାନୁ ଦାସ; ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ତରୁଣ କପୁର; ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଶ୍ରୀ ଅତିଶ ଚନ୍ଦ୍ରଙ୍କ ସମେତ ବରିଷ୍ଠ ଅଧୂକାରୀମାନେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ୍ସ ହ୍ୟାଣ୍ଡଲରେ କରାଯାଇଥିବା ପୋଷ୍ଟରେ ସୂଚନା ଦିଆଯାଇଛି

ଯେ:

“ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର; ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ; ପ୍ରଧାନମନ୍ତ୍ରୀଙ୍କ ପରାର୍ମର୍ଶଦାତା ଶ୍ରୀ ତରୁଣ କପୁର; ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଶ୍ରୀ ଅତିଶ ଚନ୍ଦ୍ରଙ୍କ ସମେତ ବରିଷ୍ଠ ଅଧୂକାରୀମାନେ ଉପସ୍ଥିତ ଥୂଲେ।''