ଭାରତର ସବୁଠାରୁ ବଡ଼ ଷ୍ଟେସନ ହେଉଛି ଅମରାବତୀ ଷ୍ଟେସନ

Oct 14, 2025 - 09:11
 17
ଭାରତର ସବୁଠାରୁ ବଡ଼ ଷ୍ଟେସନ ହେଉଛି ଅମରାବତୀ ଷ୍ଟେସନ

ଭାରତର ସବୁଠାରୁ ବଡ଼ ଷ୍ଟେସନ ହେଉଛି ଅମରାବତୀ ଷ୍ଟେସନ, ଯେଉଁଠି ୨୪ ଟି ପ୍ଲାଟଫର୍ମ, ୪ ଟର୍ମୀନାଲ, ୩ ଲକ୍ଷ ଯାତ୍ରୀଙ୍କ ପାଇଁ ସୁବିଧା ରହିଛି | 

ଏହାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ପାଇଁ ୨, ୨୪୫ କୋଟି ଟଙ୍କା ବଜେଟ ହୋଇଛି |