ସେପ୍ଟେମ୍ବର ୬ ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା...
ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା
ଆସନ୍ତା କାଲି ମେ ୩୦ ରୁ ଠୁ ଜୁନ୍ ୨୮ ଯାଏଁ ଘର ଘର ବୁଲିବେ ବିଏଲ୍ଓ
ପ୍ରତ୍ୟେକ ଭୋଟରଙ୍କୁ ୨ଟି ପରିଗଣନା ଫର୍ମ ଦିଆଯିବ
ପରିବାର ଲୋକଙ୍କ ସୂଚନା ଓ ୨୦୦୨ ଭୋଟର ତାଲିକା ସମ୍ଭନ୍ଧୀୟ ତଥ୍ୟ ଦେବେ
BLO ତଥ୍ୟ ଯାଞ୍ଚ କରିବେ, ସାମାନ୍ୟ ତ୍ରୁଟି ସଂଶୋଧନ କରିବେ
ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ
ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି କରିପାରିବେ
ଜୁଲାଇ ୫ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅଭିଯୋଗର ସମାଧାନ କରାଯିବ
ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ- CEO